ଟର୍ଣ୍ଣାଡୋ ମୁହଁରେ ଆମେରିକା : ୧୦୦ରୁ ଅଧିକ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଟର୍ଣ୍ଣାଡୋ ମୁହଁରେ ଆମେରିକା। ପ୍ରକୃତି ରଚିଲା ବିଭୀଷିକାର ତାଣ୍ଡବ। ଆମେରିକାର ୬ଟି ରାଜ୍ୟରେ ୩୦ଟି ଅଦିନିଆ ଟର୍ଣ୍ଣାଡୋ ଧ୍ୱଂସର ତାଣ୍ଡବ ରଚିଛି। ଅଟ୍ଟାଳିକାର ଧ୍ୱଂସସ୍ତୁପ ହିଁ ବୟାନ କରୁଛି, କେତେ ଭୟାନକ ଥିଲା ଘୂର୍ଣ୍ଣଝଡର ପ୍ରକୋପ। ପବନ ମାଡରେ ଭାଙ୍ଗିଯାଇଛି ବିଶାଳ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି, ତାସ ଘର ଭଳି ଭୁଶୁଡି ପଡିଛି କଂକ୍ରିଟ ଘର। ଟର୍ଣ୍ଣାଡୋ ଅର୍ଥାତ ଏହି ଘୂର୍ଣ୍ଣିଝଡରେ ୧୦୦ରୁ ଅଧିକ ଲୋକଙ୍କ … Continue reading ଟର୍ଣ୍ଣାଡୋ ମୁହଁରେ ଆମେରିକା : ୧୦୦ରୁ ଅଧିକ ମୃତ, ଅନେକ ନିଖୋଜ